ଭାରତର ସବୁଠାରୁ ଅଧିକ ବର୍ଷା ହେଉଥିବା ସ୍ଥାନ ମାଉସିନରାମ

ଓଡ଼ିଶାର ବର୍ଷାଋତୁର ମୋଟ ବର୍ଷା ସହିତ ସମାନ ନୂଆଦିଲ୍ଲୀ : ଭାରତର ସବୁଠାରୁ ଓଦା ସ୍ଥାନର ମାନ୍ୟତା ପାଇଥିବା ମାଉସିନରାମରେ ଚଳିତ ଜୁନ ମାସରେ ରେକର୍ଡ ବର୍ଷା ହୋଇଛି। ଏତେ ବର୍ଷା ହୋଇଛି ଯେ ତାହା ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ସେହିପରି ଭାରତର ୨ୟ ସବୁଠାରୁ ଓଦା ସ୍ଥାନର ମାନ୍ୟତା ପାଇଥିବା ଚେରାପୁଞ୍ଜିରେ ଏତେ ବର୍ଷା ହୋଇଛି ଯେ ତାହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗି … Continue reading ଭାରତର ସବୁଠାରୁ ଅଧିକ ବର୍ଷା ହେଉଥିବା ସ୍ଥାନ ମାଉସିନରାମ